ସାମ୍ବାଦିକଙ୍କ ଘରୁ ଲୁଟି ନେଲେ ୮ଲକ୍ଷ ଟଙ୍କାର ସୁନା ଗହଣା

ବାଲିଅନ୍ତା: ବାଳକାଟି ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୂର ଜଗନ୍ନାଥ କଲୋନିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି। ବାଳକାଟି ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ମନୋଜ କୁମାର ମଣ୍ଡଳଙ୍କ ଶୋଇବା ଘର ଝରକା ତାଡ଼ି ୧୩୦ ଗ୍ରାମ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ ଗହଣାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଲୁଟ ସୁନାଗହଣା ମଧ୍ୟରେ ରହିଛି,୧୮ … Continue reading ସାମ୍ବାଦିକଙ୍କ ଘରୁ ଲୁଟି ନେଲେ ୮ଲକ୍ଷ ଟଙ୍କାର ସୁନା ଗହଣା